Recent Posts

List Your Shop/Business/Institution On Internet For Free - Apply Now!

Aug 19, 2015 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
Hello peoples of Odisha. As you know OdiaPortal.IN is one of the most famous Educational/Entertainment Website from the Soil of Odisha. In addition we are going to add something special taste to our Website. i.e. YELLOWPAGE. We are going to launch Odisha’s Largest Free Classified/Advertisement Listing or Yellowpages Website on this upcoming Ganesh Puja 2015.

What is Free Classified Website or Yellowpages Website & what is the benefit?

As you know FREE means Free.. You don’t have to pay a rupee for it. With publishing your Shop/ Company/Institution you can gain or draw more Customers or Audience. Not all people read newspapers, but almost everyone from all walks of life surf the net. Some publications in print cater to a limited few. Fashion magazines, for instance, appeal to the ladies, while local newspapers only interest the adults. The internet, however, is accessed even by a preschooler, or a senior that can still operate a computer. Nowadays that connecting to the internet is fast and easy, people instinctively turn to the worldwide web for information for answers to their questions, for commodities they want to purchase, etc. By posting an advertisement through zintr.com online classified ads, there is a better chance of it being viewed by the target audience.

You are just one step ahead! You need to submit your Shop/Institution/Company/Office details to us. For it you have to follow some simple steps. You have 3 simple options to submit/send your Advertisement to us. 
1. Online Form, 
2. Offline Form (Scan & Send Via Mail) 
3. Offline Form (Fill & Send Via Postal) .

HOW TO SEND YOUR ADVERTISEMENT TO US
Online Mode:


First, Type Your Shop/Institution/Company/Office Name in the field.  
Example: SRI SAI CEMENT STORE.

Second, Fill your Shop/Institution/Company/Office’s Full Address.
Example: Prop: Mr. Banambar Mohanty, Plot No. 787, In front of Petrol Pump, CDA, Cuttack, PIN: 123456, Mobile: 9933556677, Email ID: [email protected]

Third, Fill your Shop/Institution/Company/Office Description.
Example: Deals with India’s most popular cement brand such as, Ambuja, ACC, Lafarge, JayPee, Birla. All types of Chips, ISI Certified Iron RODS, PVC Pipes, Iron Pipes also available here for most cheap rate.

Then Submit your Form by clicking on SUBMIT Button. Now, take 2/3 Photos of your Shop/Institution/Company/Office Building View & Send immediately to our mail. ([email protected]) - If you will not send us your Shop/Institution/Company/Office Photo, we will not accept your application.

OFFLINE MODE


After downloading the form, take a printout. The form contains 2 Pages. One for Odia & another for English. Print any of them as per your wish. Then fill in clean handwriting as mentioned above. Then you can send the form to us via two simple methods.

1. SCAN AND SEND VIA MAIL: Scan the complete application form, which you filled earlier. And send to our mail id – [email protected] , also send required photos of your company/shop/office etc with the same mail.

2. SCAN AND SEND VIA POSTAL: Fill & Send the Hard copy of Application form to our Address with Required photos. (You can send photos to our mail id. Its optional)

OUR ADDRESS:
OdiaPortal.IN
Demando, PO: Bhagabanpur
Via: Nemalo, Dist: Cuttack
PIN: 754293

ସମସ୍ତ ବିବରଣୀ ଓଡିଆରେ
ଓଡିଆପୋର୍ଟଲ ଆସନ୍ତା ଗଣେଶ ପୂଜା ଅବସରରେ ଏକ ନୂତନ ୱେବସାଇଟ ଖୋଲିବାକୁ ଯାଉଅଛି । ଯାହାଦ୍ଵାରା ଓଡିଶାର ସମସ୍ତ ବେସରକାରୀ ଅଫିସ/ କମ୍ପାନୀ/ ଦୋକାନ/ ବିଦ୍ୟା ଅନୁଷ୍ଠାନ ଇତ୍ୟାଦି ଉପକୃତ ହେବେ । ଓଡିଆପୋର୍ଟଲ ଓଡିଶାର ଗୋଟିଏ ଲୋକପ୍ରିୟ ୱେବସାଇଟ ହୋଇସାରିଲାଣି, ତେଣୁ ପ୍ରତ୍ୟେକ ଦିନ ଏହି ୱେବସାଇଟକୁ ହଜାର ହଜାର ଓଡିଶାବାସୀ ଭିଜିଟ କରୁଛନ୍ତି । ପ୍ରଥମରୁ ଓଡିଆପୋର୍ଟଲର ଲକ୍ଷ ଥିଲା ଅନ୍ୟ ରାଜ୍ୟ ମାନଙ୍କ ଭଳି ଓଡିଶାରେ ମଧ୍ୟ ଏପରି ଏକ ୱେବସାଇଟ ଟେ ତିଆରି ହଉ, ଯାହା ଓଡିଶାର ପ୍ରତ୍ୟେକ ଲୋକଙ୍କ ସାହାଯ୍ୟରେ ଟିକେ ଲାଗିପାରୁଥିବ । ୱେବସାଇଟ ଟି ଖୋଲାଯିବା ପରେ ପ୍ରଥମ ମାସରୁ ହିଁ ବିଦ୍ୟାର୍ଥୀ ତଥା ଯୁବପିଢି ମାନଙ୍କର ଲକ୍ଷାଧିକ ଭିଜିଟ ମୋ ପରିଶ୍ରମର ସମସ୍ତ ମୂଲ୍ୟ ଫେରାଇଦେଇଛି । 

ଯେପରିକି ଓଡିଆପୋର୍ଟଲର ସମସ୍ତ ଲକ୍ଷ ଏବେ ପୂରଣ ହୋଇନାହିଁ, ତେଣୁ ଆସନ୍ତା ଗଣେଶ ପୂଜାରେ ଓଡିଆପୋର୍ଟଲ ଏକ ନୂତନ ୱେବସାଇଟ ଖୋଲିବା ପାଇଁ ଯାଉଅଛି । ଯାହାର ନାମ Yellowpages.OdiaPortal.IN ହେବ । ଏହି ୟେଲୋପେଜେସ ୱେବସାଇଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଗଣା ବିଜ୍ଞାପନ । ଯେପରି ଆପଣ ନିଜ ବ୍ୟବସାୟ ଅଥବା ଅନୁଷ୍ଠାନ ତଥା ନିଜର ଘରୋଇ ଉତ୍ପାଦନ କିମ୍ବା ନିଜ ଜୀବିକା ବିଷୟରେ ଦୈନିକ ଖବରକାଗଜରେ ବିଜ୍ଞାପନ ଦେଉଛନ୍ତି, ଏହା ସେହିପରି କାମ କରିବ । ଖବରକାଗଜ କମ୍ପାନୀ ଆପଣଙ୍କଠୁ କିଛି ଅର୍ଥ ନେଇଥାନ୍ତି ଉକ୍ତ ବିଜ୍ଞାପନ ପାଇଁ ଓ ଗୋଟିଏ ନିର୍ଦ୍ଧିଷ୍ଟ ଦିନରେ ତାହାକୁ ଛାପିଥାନ୍ତି । କିନ୍ତୁ ଓଡିଆପୋର୍ଟଲ ଆପଣଙ୍କର ବିଜ୍ଞାପନକୁ ଏକବର୍ଷ ପାଇଁ ମାଗଣାରେ ନିଜ ୱେବସାଇଟରେ ଛାପିବ । ଏକବର୍ଷ ପରେ ଆପଣ ମାଗଣାରେ ପୁଣିଥରେ ରିନ୍ୟୁ ମଧ୍ୟ କରିପାରିବେ ।

ଓଡିଆପୋର୍ଟଲରେ ଆପଣଙ୍କ ବିଜ୍ଞାପନ ଦେବାରେ ମୁଖ୍ୟ ଲାଭ ଆପଣ ନିଜେ ପାଇପାରିବେ । ଯେହେତୁ ବର୍ତ୍ତମାନ ସମୟରେ ଇଣ୍ଟରନେଟର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି, ପ୍ରାୟତଃ ସମସ୍ତ ଯୁବକ ଶ୍ରେଣୀ, ବିଦ୍ୟାର୍ଥୀ, ଶିକ୍ଷିତ ଓଡିଶାବାସୀ ମାନେ ପ୍ରତ୍ୟେକଦିନ ଇଣ୍ଟରନେଟ ଚଲାଇଥାନ୍ତି । ଏବେ ଖବରକାଗଜ ଅପେକ୍ଷା ଇଣ୍ଟରନେଟର ଚାହିଦା ବହୁ ଗୁଣରେ ଅଧିକ । ତେଣୁ ଆପଣଙ୍କ ବିଜ୍ଞାପନ ଅତି ସହଜରେ ସେମାନଙ୍କ ନଜରରେ ଆସିବ । ତେବେ ଆଉ ଡେରି କ’ଣ ପାଇଁ ? ଆଜି ହିଁ ନିଜ ଅଫିସ/ କମ୍ପାନୀ/ ଦୋକାନ/ ବିଦ୍ୟା ଅନୁଷ୍ଠାନ ଇତ୍ୟାଦିର ବିଜ୍ଞାପନ ଆମକୁ ପଠାନ୍ତୁ ଓ ନିଜକୁ ରେଜିଷ୍ଟ୍ରେସନ କରେଇ ନିଅନ୍ତୁ ।

ଆପଣ ଚାହିଁଲେ ଆପଣ ନିଜ ବିଜ୍ଞାପନକୁ ଓଡିଆପୋର୍ଟଲର ମୁଖ୍ୟ ପେଜ୍ ରେ ଦେଇ ପାରିବେ । ଏଥିପାଇଁ ଆପଣଙ୍କୁ କିଛି ଅର୍ଥ ପଇଠ କରିବାକୁ ହେବ । ବିଶେଷ ବିବରଣୀ ପାଇଁ ଓଡିଆପୋର୍ଟଲର ଇ-ମେଲ୍ ଆଡ୍ରେସ ରେ ମେଲ୍ ପଠାନ୍ତୁ ଅଥବା ଫୋନ କରନ୍ତୁ ।

ନିଜର ମାଗଣା ବିଜ୍ଞାପନ ଦେବାପାଇଁ ନିମ୍ନଲିଖିତ ନିର୍ଦ୍ଦେଶାବଳୀ କୁ ଧ୍ୟାନର ସହ ପଢି ନିଅନ୍ତୁ ।
ଏହା ସଂପୂର୍ଣ୍ଣ ମାଗଣା ସେବା ଅଟେ । ଯାହା ଓଡିଆପୋର୍ଟଲ ଆପଣଙ୍କୁ ଦେବ । ନିଜର ବିଜ୍ଞାପନ ପଠାଇବା ପାଇଁ ତଳେ ଦିଆଯାଇଥିବା ତିନି ଗୋଟି ଉପାୟକୁ ପଢନ୍ତୁ । ଆପଣଙ୍କ ସୁବିଧା ଅନୁଯାୟୀ ଆପଣ ବିଜ୍ଞାପନ ପଠାଇପାରିବେ ।

୧. ଅନ୍ ଲାଇନ ଫର୍ମ (ଇଣ୍ଟରନେଟ ଦ୍ଵାରା ପଠାଇହେବ)
ଉପଲବ୍ଧ ଥିବା ଅନ୍ ଲାଇନ ଫର୍ମରେ ସମସ୍ତ ଖାଲି ସ୍ଥାନରେ ଉପଯୁକ୍ତ ଓ ସଠିକ ବିବରଣୀ ପୂରଣ କରନ୍ତୁ । ଫର୍ମର ପ୍ରଥମ ସ୍ଥାନରେ ଆପଣଙ୍କ ଅଫିସ/ କମ୍ପାନୀ/ ଦୋକାନ/ ବିଦ୍ୟା ଅନୁଷ୍ଠାନ ଇତ୍ୟାଦିର ନାମ ଲେଖନ୍ତୁ । ଦ୍ଵିତୀୟ ସ୍ଥାନରେ ଠିକଣା ଲେଖନ୍ତୁ । ସଂପୂର୍ଣ୍ଣ ଠିକଣା ଲେଖିବେ । ଏହା ନିହାତି ଆବଶ୍ୟକ । ଉପରେ ପ୍ରଦତ୍ତ ଉଦାହରଣ ଦେଖନ୍ତୁ । ତୃତୀୟ ସ୍ଥାନରେ ଆପଣଙ୍କ ଅଫିସ/ କମ୍ପାନୀ/ ଦୋକାନ/ ବିଦ୍ୟା ଅନୁଷ୍ଠାନ ଇତ୍ୟାଦିର ବିବରଣୀ ଉଲ୍ଲେଖ କରନ୍ତୁ । (ବି.ଦ୍ର.: ଆପଣ ଦେଇଥିବା ସମସ୍ତ ତଥ୍ୟ ଗୁଗଲ୍/ୟାହୁ/ବିଙ୍ଗ ସର୍ଚ୍ଚ ଇଞ୍ଜିନକୁ ଦିଆଯିବ । ତେଣୁ ଆପଣ ଯେତେ ଉନ୍ନତମାନର ତଥ୍ୟ ଲେଖିବେ ସେତେ ଅଧିକ ଲୋକ ଆପଣଙ୍କ ବିଜ୍ଞାପନ ଦେଖିବେ ।) ଉପରେ ପ୍ରଦତ୍ତ ଉଦାହରଣ ଦେଖନ୍ତୁ । ସମସ୍ତ ଖାଲି ସ୍ଥାନ ପୂରଣ କରିସାରିବା ପରେ “ସବମିଟ୍” ବଟନ୍ ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କର ଅଫିସ/ କମ୍ପାନୀ/ ଦୋକାନ/ ବିଦ୍ୟା ଅନୁଷ୍ଠାନ ଇତ୍ୟାଦିର (ଯାହା ପାଇଁ ଆପଣ ଆବେଦନ କରିଛନ୍ତି) ଫଟୋ ଉଠାଇ ଓଡିଆପୋର୍ଟଲର ଇ-ମେଲକୁ ପଠାଇ ଦିଅନ୍ତୁ । ୨ ରୁ ୩ ଗୋଟି ଫଟୋ ପଠାଇବାପାଇଁ ଚେଷ୍ଟା କେରିବେ । ଉକ୍ତ ଫଟୋ ଗୁଡିକ ଗୁଗଲ୍ ସର୍ଚ୍ଚ ରେଜଲ୍ଟରେ ଦେଖାଯିବ ତେଣୁ ଫଟୋ ପଠାଇବାକୁ ଅନୁରୋଧ ।


୨. ଅଫଲାଇନ ଫର୍ମ ୧ (ଇ-ମେଲ ଦ୍ଵାରା ପଠାଇପାରିବେ)
ଫର୍ମ ପୂରଣକୁ ସହଜ କରିବା ପାଇଁ ଆମେ ଗୋଟିଏ ପ୍ରିଣ୍ଟ ଉପଯୋଗୀ PDF File ତିଆରି କରିଛୁ । ଯାହା ଉଭୟ ଇଂରାଜୀ ଓ ଓଡିଆରେ ଉପଲବ୍ଧ । ତାହାକୁ ତଳେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରି ନିଜ କମ୍ପ୍ୟୁଟର କୁ ଡାଉନଲୋଡ କରନ୍ତୁ ଓ ପ୍ରିଣ୍ଟ କରନ୍ତୁ । ସେଥିରେ ଦିଆଯାଇଥିବା ଶୂନ୍ୟସ୍ଥାନକୁ ଉପରୋକ୍ତ ନିର୍ଦ୍ଦେଶାନୁଯାୟୀ ପୂରଣ କରନ୍ତୁ ଓ ଫର୍ମ ଟିକୁ ସ୍କାନ କରି ଓଡିଆପୋର୍ଟଲର ଇ-ମେଲ କୁ ପଠାଇଦିଅନ୍ତୁ ।


୩. ଅଫଲାଇନ ଫର୍ମ ୨ (ଡାକ ଦ୍ଵାରା ପଠାଇପାରିବେ)
ଯଦି ଆପଣ ଇ-ମେଲରେ ପଠାଇବାକୁ ଅସମର୍ଥ ତେବେ ଉକ୍ତ ପୂରଣ ହୋଇଥିବା ଫର୍ମ ଟିକୁ ସିଧାସଳଖ ଆମ ଅଫିସ ଠିକଣାରେ ଡାକ ଯୋଗେ ପଠାଇଦିଅନ୍ତୁ । ଅପଣା ଫର୍ମ ସହ ଆପଣଙ୍କର ଅଫିସ/ କମ୍ପାନୀ/ ଦୋକାନ/ ବିଦ୍ୟା ଅନୁଷ୍ଠାନ ଇତ୍ୟାଦିର (ଯାହା ପାଇଁ ଆପଣ ଆବେଦନ କରିଛନ୍ତି) ଫଟୋ ପଠାଇବାକୁ ଅନୁରୋଧ । ଫଟୋ ପ୍ରିଣ୍ଟ କରି ପଠାଇପାରିବେ । ନ ହେଲେ CD/DVD ରେ ପଠାଇପାରିବେ ।

ଆମ ଠିକଣା:
OdiaPortal.IN
Demando, PO: Bhagabanpur
Via: Nemalo, Dist: Cuttack
PIN: 754293

ଆପଣଙ୍କର ତଥ୍ୟ ଆମ ପାଇଁ ବହୁ ମୂଲ୍ୟ । ଓଡିଆପୋର୍ଟଲ କୁ ଆପଣଙ୍କୁ ସବୁ ସମୟରେ ସ୍ଵାଗତ । ଆଶାକରେ ଆପଣଙ୍କର ଉନ୍ନତି ହେଉ ।
॥ଶ୍ରୀ ହରି॥

Call me if you are facing any problem : 7894194664 

No comments:

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।