Recipe: How to Prepare "Makar Chaula (ମକର ଚାଉଳ)" - Full Process in Odia (PDF)

OdiaPortal Lab
Uploaded by:
2
Makara Chaula is prepared in the day of Makara Sankranti festival in Odisha. Makar Chaula recipe in odia language, pdf download, ingredients for makar chaula preparation

Makara Chaula is prepared in the day of Makara Sankranti festival in Odisha. The rice used in the process of making Makar Chaula is preferably from the fresh harvest. It is one of the favorite food/voga of lord jagannath.

Ingredients: Arua or Basmati rice, Shredded coconut, Ripe Banana, fruits, Sugar, Blackpeper coarsely powder, Cardamom coarsely powder, Home Made Chena/Paneer, Grated ginger, Sugar cane pices (small) and etc.


YOU MAY DOWNLOAD: MAKAR SANKRANTI ODIA GREETING CARDS AND WISHES

READ IN ODIA 

Makara Chaula is prepared in the day of Makara Sankranti festival in Odisha. Makar Chaula recipe in odia language, pdf download, ingredients for makar chaula preparation

    ମୁଖ୍ୟତଃ ମକର ସଂକ୍ରାନ୍ତି ଦିନ “ମକର ଚାଉଳ” ପ୍ରସ୍ତୁତ କରାଯାଇଥାଏ । ଓଡ଼ିଆ ମାନଙ୍କ ବାର ମାସ ତେର ପର୍ବରେ ପ୍ରସ୍ତୁତ ହେଉଥିବା ସମସ୍ତ ଖାଦ୍ୟ/ଭୋଗ ପଦାର୍ଥ ମଧ୍ୟରୁ “ମକର ଚାଉଳ” ଅନ୍ୟତମ । ଏହାକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ । ବର୍ତ୍ତମାନ ଚାଲନ୍ତୁ “ମକର ଚାଉଳ” ପ୍ରସ୍ତୁତ କରିବା ।

ଆବଶ୍ୟକୀୟ ସାମଗ୍ରୀ:
ଅରୁଆ ଚାଉଳ
ନଡ଼ିଆ କୋରା
ଗାଈ କ୍ଷୀରରୁ ପ୍ରସ୍ତୁତ ଛେନା
ପାଚିଲା କଦଳୀ
ଗୁଡ କିମ୍ବା ଚିନି
କ୍ଷୀର
ଛୋଟ ଆଖୁ ଖଣ୍ଡ
ମରୀଚ ଗୁଣ୍ଡ
ଛେଚା ଅଦା
କାଜୁ, ଖିସମିସ୍
ଗୁଆ ଘିଅ
କର୍ପୂର (ଚିମୁଟାଏ)
କିଛି ଫଳ (ସେଓ, ଅଙ୍ଗୁର ଇତ୍ୟାଦି)


Makara Chaula is prepared in the day of Makara Sankranti festival in Odisha. Makar Chaula recipe in odia language, pdf download, ingredients for makar chaula preparation


ପ୍ରସ୍ତୁତି:
     ନୂଆ କରି ଅମଳ ହୋଇଥିବା ଚାଉଳରେ ମକର ଚାଉଳ ପ୍ରସ୍ତୁତ କରିବା ଉଚିତ । ଯଦି ନୂଆ ଚାଉଳ ନଥାଏ ତେବେ ପୁରୁଣା ଅରୁଆ ଚାଉଳରେ ମଧ୍ୟ ଏହା କରି ହେବ । ପ୍ରଥମେ ଚାଉଳକୁ ପାଣିରେ ବତୁରାଇ ଦିଅନ୍ତୁ (ନୂଆ ଚାଉଳ ୨/୩ ଘଣ୍ଟା, ପୁରୁଣା ଚାଉଳ – ଗୋଟିଏ ରାତି) । ଚାଉଳ ବତୁରି ଯିବା ପରେ ବର୍ତ୍ତମାନ ଏକ ପାତ୍ରରେ ଚାଉଳକୁ ଛାଣି ଦିଅନ୍ତୁ । ଯଦି ଚାଉଳ ଭଲ ଭାବେ ବତୁରି ପାରିନି ତେବେ ଗ୍ରାଇଣ୍ଡରରେ ସେହି ବତୁରା ଚାଉଳକୁ ଅଳ୍ପ ଗ୍ରାଇଣ୍ଡିଙ୍ଗ କରନ୍ତୁ (ସଂପୂର୍ଣ୍ଣ ଗ୍ରାଇଣ୍ଡିଙ୍ଗ କରିବେ ନାହିଁ, ନ ହେଲେ ତାହା ପିଠଉରେ ପରିଣତ ହୋଇଯିବ) । ଏବେ ବତୁରା ଚାଉଳ/ଗ୍ରାଇଣ୍ଡିଙ୍ଗ ହୋଇଥିବା ଦରବଟା ଚାଉଳ ରଖାଯାଇଥିବା ପାତ୍ରରେ ପାଚିଲା କଦଳୀ, କ୍ଷୀର (ଇଚ୍ଛାଧୀନ), ଚିନି (ଚିନିରେ ପ୍ରସ୍ତୁତ କଲେ ଶେଷରେ ରଙ୍ଗ ଧଳା ହେବ) କିମ୍ବା ଗୁଡ (ଗୁଡ ପକାଇ ପ୍ରସ୍ତୁତ କଲେ ରଙ୍ଗ ମାଟିଆ/କଳା ହେବ), ନଡ଼ିଆ କୋରା, ଛେନା, ଛେଚା ଅଦା, କାଜୁ, ଖିସମିସ, ଛୋଟ ଛୋଟ କରି କତଯାଇଥିବା ଫଳ, ଗୁଆ ଘିଅ, କର୍ପୁର ଇତ୍ୟାଦି ପକାଇ ଭଲ ଭାବେ ହାତରେ ଚକଟି ଦିଅନ୍ତୁ । ଅପନା ହାତ ଜଗନ୍ନାଥ । ତେଣୁ ହାତରେ ପ୍ରସ୍ତୁତ କରିଲେ ତାହାର ସ୍ଵାଦ ଅତ୍ୟନ୍ତ ଭଲ ହେବ । ସଂପୂର୍ଣ୍ଣ ଚକଟି ସାରିଲେ ଏବେ ତାହା ଉପରେ ମସଲା ଗୁଣ୍ଡ ଯେପରି ମରୀଚ ଗୁଣ୍ଡ, ଗୁଜୁରାତୀ ଗୁଣ୍ଡ ଇତ୍ୟାଦି ପକାଇ ଦିଅନ୍ତୁ । ଏକ ପରିଷ୍କାର ପାତ୍ରରେ ପରଷି ଦେଇ ଅତ୍ୟନ୍ତ ଗର୍ବର ସହ ଖାଆନ୍ତୁ ଓ କୁହନ୍ତୁ ଜୟ ଜଗନ୍ନାଥ । ଜୟ ଓଡ଼ିଶା । ଜୟ ଓଡ଼ିଆ
Makara Chaula is prepared in the day of Makara Sankranti festival in Odisha. Makar Chaula recipe in odia language, pdf download, ingredients for makar chaula preparation


Post a Comment

2Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

  1. Superb, what a website it is! This webpage provides
    useful data to us, keep it up.

    ReplyDelete
  2. Appreciate the recommendation. Let me try it out.

    ReplyDelete
Post a Comment

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!