Recent Posts

User Poetry Contribution: Hey Sai By Chinmayee Dey From Balasore (.PDF Available)

Jul 18, 2015 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
User Poetry Contribution: He Sai By Chinmayee Dey From Balasore (.PDF Available)Sai Baba, The Supreme Lord. Our one of visitor-cum-fan Chinmayee Dey from Balasore uploaded this awesome poetry to publish on OdiaPortal.IN. You can read the Poetry Here on OdiaPortal or Download The Printable Document (.PDF) to your computer/mobile for future use.

You can also send us your own Poetry (Kabita) to publish here for free. Long and valuable poetry will be publish here. Short poetry (Shayari Type) will publish on our Facebook Page. Other abuse type or nasty poetry will be ignored.  

ସଭିଙ୍କ ଠାରୁ ଉପରେ ଅଟ ତମେ ହେ ସାଇ
ଦୟା କ୍ଷମାର ଈଶ୍ଵର ଅଟ ତମେ ହେ ସାଇ(୧)

ଭାବ ସମୁଦ୍ରରେ ଦେଇଛ ସଭିଙ୍କି ବୁଡେଇ
ଭକ୍ତିର ମାର୍ଗତ ଦେଇଛ ସଭିଙ୍କି ବତେଇ (୨ )

ଅନ୍ଧାରରୁ ଆଲୁଅକୁ ବାଟ ଦେଲ ଦେଖେଇ
ଭକ୍ତ ବାଟରେ ଆନନ୍ଦ ଫୁଲ ଦେଲ ସଜେଇ (୩ )

ଜଣେଇଲ ସମାଜରେ ସଭିଏଁ ଭାଇଭାଇ
ଶ୍ରଦ୍ଧାର ମନ୍ତ୍ର ଦେଲତ ସମସ୍ତଙ୍କୁ ଶିଖେଇ (୪ )

ଶିରିଡି ଧାମରେ ପ୍ରେମ ଧ୍ଵଜା ଦେଲ ଉଡେଇ
ଭକ୍ତର ଦୁଃଖକୁ ତମେତ ନେଇଛ ହରେଇ (୫ )

No comments:

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।