Recent Posts

How To Make Online "Odisha Treasury eChallan" For OSSC, OSSSC, OPSC (Complete Steps With Video)

Aug 6, 2017 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
How To Make Online Treasury eChallan in Odisha For OSSC, OSSSC, OPSC (Complete Steps In Odia). online odisha echallan tregery challan, online treasury challan on iotms portal,

Making offline challan is a very hard job for everyone. Internet changed the world very rapidly. Now-a-days you don't have to go for Treasury Office for this. Now you can pay your OSSC (Odisha Staff Selection Commission), OSSSC, OPSC (Odisha Public Service Commission) and other departments tax submissions too in just few minutes. Government of Odisha designed a special website only for e-Challan purpose. In this website you can made Treasury e-Challan by the help of some clicks. Lets check out following steps.
In this post, i am going to show you How To Make Online Treasury Challan in Odisha For OSSC, OSSSC, OPSC.

1. Click on above button to enter in e-Challan website for Examination fees purpose only.
2. As shown in the below image, Click on the Account name, (situated in the right side of the website) For SSC Exam Fees, Click on UPSC/Staff Selection Commission Examination Fees-0051-00-104-0047-02041-000, For OSSSC, click on Examination Fees collected by OSSSC-0051-00-104-0047-02213-000, For OPSC, Click on - State Public Service Commission Examination Fees-0051-00-105-0047-02041-000
3. Check below image. After clicking on respective link, the first two row will auto filled with Head of Account name and Description.
4. Then enter your name gently.
5. Now, enter your complete address, district, state,pin code, contact number, E-Mail id carefully.
6. Now enter fee amount. Basically 100/- or 200/- (Check recruitment notice carefully before attempting this)
7. Then Payment Mode. Here are 3 ways to choose. NET BANKING, DEBIT CARD, OVER THE COUNTER. I choose Net Banking for example.
8. Then select your Bank Name from the drop down list. I pick Axis Bank. Because i have axis bank Net banking facility.
9. Fill Remarks filed. Its optional.
10. Enter Security Captcha code as shown in the Picture.
11. Now Click on PROCEED

PICTURE NO 1.

12. After step number 11, The website will show you a review page. In this page check your data carefully. Then Again click on PROCEED.
PICTURE NO 2.


13. Now the website will show you another page before redirecting to you to your Bank payment gateway site. In this page, you will see a Challan Reference ID. Please note that ID anywhere in a paper or you can print this page for future use. The Click on MAKE PAYMENT.  (SEE  Picture)
PICTURE NO 3.

14. The Web Browser will redirect you to the Bank Login page. You have to enter your Net banking ID number and password there. Keep everything secret. In this page always check your web browser address bar, whether there is https:// or http://. https:// is secure, you can make payment here securely without hacking. 
15. After log in your net banking page, fill up required boxes if there are any for make payment. Then pay.  Below is a picture of Axis Bank's e-Challan Receipt. After getting this kind of Receipt print it for future use. Now you online treasury payment finished. 
16. Use Internet Banking Reference No as your Challan Number. Treasury office as Cyber Treasury. 

If you are facing any problem let me know via comment box. If you want to understand thoroughly then check out our Odia Tutorial about this below.    
PICTURE NO 4.


------------------------------
ଅନଲାଇନରେ ଚାଲାଣ ଭରିବା ଏବେ ଅତ୍ୟନ୍ତ ସରଳ ହୋଇ ଯାଇଛି । ମୁଁ ଏବେ ଆପଣଙ୍କୁ କହିବି, କିପରି ଭାବରେ ଆପଣ ନିଜର ବ୍ୟାଙ୍କର ନେଟ ବ୍ୟାଙ୍କିଙ୍ଗ କିମ୍ବା ଡେବିଟ କାର୍ଡ (ATM) ସାହାଯ୍ୟରେ OSSC, OSSSC, OPSC ପରୀକ୍ଷା ପାଇଁ e-Challan କରିପାରିବେ । 



୧. ପ୍ରଥମେ ଉପରେ ଦିଆଯାଇଥିବା ବଟନ ଉପରେ କ୍ଲିକ କରି ଓଡିଶା ସରକାରଙ୍କ ଦ୍ଵାରା ଡିଜାଇନ କରାଯାଇଥିବା ଇ-ଟ୍ରେଜେରୀ ୱେବସାଇଟ କୁ ଯାଆନ୍ତୁ । 

୨. ବର୍ତ୍ତମାନ ଆପଣଙ୍କ ସାମନାରେ ଗୋଟିଏ ଫର୍ମ ଅଛି । ଯେଉଁଥିରେ ଆପଣଙ୍କୁ ନିଜର ତଥ୍ୟ ଦେବାକୁ ହେବ । କିନ୍ତୁ ତା' ପୂର୍ବରୁ କେଉଁ ପରୀକ୍ଷା ପାଇଁ ଆପଣ ଫି ଦେଉଛନ୍ତି ତାହାକୁ ବାଛି ନିଅନ୍ତୁ । 
୩. ୱେବସାଇଟର ଡାହାଣ ପଟେ ୩ ଗୋଟି ଲିଙ୍କ ଥିବ । ପ୍ରଥମଟି OSSC ପାଇଁ, ଦ୍ଵିତୀୟଟି OSSSC ପାଇଁ ଓ ତୃତୀୟଟି OPSC ପାଇଁ । ଯାହା ପାଇଁ ଫି ଦେବେ ତାହାରି ଉପରେ କ୍ଲିକ କରନ୍ତୁ । 
୪. କ୍ଲିକ କରି ସାରିବା ପରେ ବାମ ପଟେ ଥିବା ଫର୍ମର ପ୍ରଥମ ଦୁଇ ଗୋଟି ଖାଲି ସ୍ଥାନ ପୂରଣ ହୋଇ ଯିବ । 
୫. ଏବେ ଆପଣ ନିଜ ନାମ, ଠିକଣା, ଫୋନ ନମ୍ବର, ଇମେଲ ଆଇଡ଼ି ଇତ୍ୟାଦି ସଠିକ ଭାବରେ ଲେଖନ୍ତୁ ।
୬. ପେମେଣ୍ଟ ଏମାଉଣ୍ଟ ବାକ୍ସରେ ଆପଣ ଦେବାକୁ ଚାହୁଁଥିବା ଟଙ୍କା ସଂଖ୍ୟାରେ ଲେଖନ୍ତୁ । ୧୦୦/- କିମ୍ବା ୨୦୦/- ଯାହା ଆପଣଙ୍କ ପରୀକ୍ଷା ବିଜ୍ଞାପନରେ ଲେଖା ଯାଇଥିବ । ସାବଧାନର ସହ ଲେଖନ୍ତୁ । 
୭. ଏବେ ପେମେଣ୍ଟ ମୋଡ ଅପସନ ରେ ତିନି ଗୋଟି ଅପସନରୁ ଗୋଟିକୁ ବାଛନ୍ତୁ । ଏଠାରେ ମୁଁ ନେଟ ବ୍ୟାଙ୍କିଙ୍ଗ ବାଛିଅଛି । ତା' ପରେ ଆପଣଙ୍କ ବ୍ୟାଙ୍କ ନାମ ଖୋଜିକରି କ୍ଲିକ କରନ୍ତୁ । ଏଠାରେ ମୁଁ ଆକ୍ସିସ ବ୍ୟାଙ୍କ କୁ ନେଇଛି । 
୮. ବ୍ୟାଙ୍କ ନାମ ଇତ୍ୟାଦି ଇନପୁଟ କରି ସାରିବା ପରେ ଏବେ ସବା ଶେଷ ବାକ୍ସରେ ସିକ୍ୟୁରିଟି କୋଡ ଲେଖି କରି "ପ୍ରୋସିଡ" ବଟନ ଉପରେ କ୍ଲିକ କରନ୍ତୁ । 
୯. ଏବେ ୱେବସାଇଟଟି ଆପଣଙ୍କ ସମ୍ମୁଖରେ ଏକ ନୂତନ ପେଜ ଟେ ଦେଖାଇବ । ଉକ୍ତ ପେଜ କୁ ଭଲକରି ସାବଧାନର ସହ ପଢି ନିଅନ୍ତୁ । ଯଦି ଭୁଲ ଥାଏ ତେବେ ଏଡିଟ କରିନିଅନ୍ତୁ । ନଚେତ ପୁନର୍ବାର "ପ୍ରୋସିଡ" ବଟନ ଉପରେ କ୍ଲିକ କରନ୍ତୁ । 
୧୦. ଏବେ ଆଉ ଏକ ପେଜ ଲୋଡ ହେବ । ଏଥିରେ ସବା ଉପରେ ଏକ ଚାଲାଣ ରେଫରେନ୍ସ ଆଇଡି ଉଲ୍ଲେଖ ଥିବ । ତାହାକୁ ଏକ କାଗଜରେ ଲେଖି ରଖନ୍ତୁ । ଭବିଷ୍ୟତରେ କାର୍ଯ୍ୟରେ ଆସିବ । 
୧୧. ଏବେ "ମେକ ପେମେଣ୍ଟ" ବଟନ ଉପରେ କ୍ଲିକ କରନ୍ତୁ । ମନେ ରଖନ୍ତୁ, ଏବେ ଆପଣ ନିଜ ବ୍ୟାଙ୍କ ୱେବସାଇଟକୁ ଯିବେ । ଯେଉଁଠାରେ ଆପଣଙ୍କୁ ନିଜ ନେଟ ବ୍ୟାଙ୍କିଙ୍ଗ ଆଇଡ଼ି ଓ ପାସୱର୍ଡ ଦେବାକୁ ହେବ । ତାହାକୁ ଅତି ସାବଧାନର ସହ ଲେଖିବେ ଯେପରି କେହି ନ ଦେଖନ୍ତି କିମ୍ବା ସାଇବର କାଫେରେ ଯେପରି "କି-ଲଗର" ଇଂଷ୍ଟଲ ନହୋଇ ଥାଏ । 
୧୨. ନିଜ ବ୍ୟାଙ୍କ ୱେବସାଇଟରେ ଲଗ-ଇନ ହୋଇ ସାରିବା ପରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ଫାଇନାଲ ପେମେଣ୍ଟ ପାଇଁ ଥିବା ବଟନ କିମ୍ବା ଲିଙ୍କ ଉପରେ କ୍ଲିକ କରନ୍ତୁ । ଏବେ ଆପଣ ଅନଲାଇନରେ ଚାଲାଣ ଟଙ୍କା ପେ' କରି ସାରିଲେ । ଆପଣଙ୍କ ବ୍ୟାଙ୍କ ଦ୍ଵାରା ଦିଆଯାଇଥିବା ଇ-ରସିଦ କୁ ପ୍ରିଣ୍ଟ କରି ରଖନ୍ତୁ । ସେଥିରେ ଥିବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକ୍ସନ ରେଫେରେନ୍ସ ନମ୍ବର କୁ ଆପଣ ଚାଲାଣ ନମ୍ବର ଭାବେ କାର୍ଯ୍ୟରେ ଲଗାଇବେ । ଏବଂ Cyber Treasury କୁ Treasury Office ଭାବେ ବ୍ୟବହାର କରିବେ । 

ଧନ୍ୟବାଦ । 

11 comments:

  1. can the osssc chalan will be paid by the debit card,? where in the website at the last it showa that now only net banking available...

    ReplyDelete
  2. This comment has been removed by the author.

    ReplyDelete
  3. What should be the treasury name for uploading E-Challan documents???

    ReplyDelete
  4. SIR WHEN I PAY ONLINE PAYMENT THROUGH NET BANKING AND THE MONEY IS DEDUCTED AND TRANCSATION WAS SUCESSFULL BUT THE RECEIPT I DID NOT GET WHT TO DO

    ReplyDelete
    Replies
    1. If your transaction was successful but online payment receipt not generated, you can re-generate online challan receipt on iOTMS portal by inputting your Challan Number *(?- Refer to above step no 13 (eng), step no 10 (odia).

      Delete
  5. How to reprint challan when I am doing this it is showing verify your bank

    ReplyDelete
  6. How to reprint challan when I am doing this it is showing verify your bank

    ReplyDelete
  7. Sir payment is successful but challan number is not generated in recipt

    ReplyDelete
  8. Guide me Sir what should be the treasury name.

    ReplyDelete
  9. Guide me Sir what should be the treasury name.

    ReplyDelete

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।