Recent Posts

Odia Poetry: Tala Adu Topper (ତଳଆଡୁ ଟପ୍ପର) By Rasmiranjan Malik From Balasore (.PDF Available)

Jul 21, 2015 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
Odia Poetry: Tala Adu Topper (ତଳଆଡୁ ଟପ୍ପର) By Rasmiranjan Malik From Balasore (.PDF Available)
Our one of visitor-cum-fan Rashmiranjan Malik of F.M. Junior College from Balasore uploaded this awesome comedy odia poetry to publish on OdiaPortal.IN. You can read the Poetry Here on OdiaPortal or Download The Printable Document (.PDF) to your computer/mobile for future use.

You can also send us your own Poetry (Kabita) to publish here for free. Long and valuable poetry will be publish here. Short poetry (Shayari Type) will publish on our Facebook Page. Other abuse type or nasty poetry will be ignored.  


ତଳଆଡୁ ଟପ୍ପର
କି ଯୁଗ ଆସିଲା ଭାଇ
ଫେସବୁକୁ, ୱିଚାଟ ୱାଟ୍ସଆପ
ପିଲାଙ୍କୁ ଗଲାଣି ଖାଇ


ମାଟ୍ରିକ ପରୀକ୍ଷା ଦେଇ
ଆସିଲେ ପିଲାଏ ମହାବିଦ୍ୟାଳୟ
ପ୍ଲସ ଟୁ ପଢିବା ପାଇଁ

ଲାଗିଲା ପ୍ରଥମେ ମଜା
ଦେଖୁ ଦେଖୁ ଗୋଟେ ବର୍ଷ ବିତିଗଲା
ବହି ପଡିଲାଣି ଖୋଜା

ବାର୍ଷିକ ପରୀକ୍ଷାରେ
ଟେନସନ ଆଉ ଟେନସନ ପରେ
ବସିଗଲୁ ପ୍ରତିଜ୍ଞା ରେ

ଏଥର ଥକିବି ନାହିଁ
ଅଠର ଘଣ୍ଟିଆ ପରିଶ୍ରମ କରି
ଫାଡି ଦେଇଯିବି ବହି

ଆସିଲା ସେକଣ୍ଡ ଇଅର
ଏଥର ପାଠପଢା ଗାଡିରେ ମୋର
ପକେଇବି ଫୁଲ ଗିଅର.....

to read full part of this poem, click on below button to download the .PDF Ebook file.

No comments:

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।