Odia Film Song lyrics: Maula Maula Mere Maula (Daha Balunga) By Babushan Mohanty

OdiaPortal Lab
Uploaded by:
0
Odia Film Song lyrics: Maula Maula Mere Maula (Daha Balunga) By Babushan Mohanty, mp3, download, mp4, pdf,

Odia lyrics - Halka tora mitha chuan re, halchal heli mun priyare, gun gun gun gae, nida chrae, paunji tora gora padare, Maula Maula Mere Maula megha thai chanda disigala.. By Babushan Mohanty of film Daha balunga. 


ହାଲ୍କା ତୋର ମିଠା ଛୁଆଁରେ, ହଲଚଲ ହେଲି ମୁଁ ପ୍ରିୟାରେ
ଗୁଣ୍ ଗୁଣ୍ ଗୁଣ୍ ଗାଏ, ନିଦ ଚୋରାଏ
ପାଉଁଜି ତୋର ଗୋରା ପାଦରେ...
ମୌଲା ମୌଲା ମେରେ ମୌଲା,
ମେଘ ଥାଇ ଚାନ୍ଦ ଦିଶିଗଲା, ଓ ମୌଲା
ମୌଲା ମୌଲା ମେରେ ମୌଲା,
ତତେ ମୋ ପାଇଁ କିଏ ଗଢିଲା ?

ସପନେ ପରୀଟେ ଦେଖିଲି, ଆଖିରେ ଲୁଚେଇ ରଖିଲି
ହଁ... ଭାବନା ରଙ୍ଗ ମୁଁ ବୋଳିଲି, ଛବିରେ ତାକୁ ମୁଁ ଆଙ୍କିଲି
ହାତ ଠାରି ସେ, ଡାକିଲା ମତେ
ପାଗଳ ତା ପାଇଁ ହେଲିରେ... ଓ...
ମୌଲା ମୌଲା ମେରେ ମୌଲା,
ମେଘ ଥାଇ ଚାନ୍ଦ ଦିଶିଗଲା, ଓ ମୌଲା
ମୌଲା ମୌଲା ମେରେ ମୌଲା,
ତତେ ମୋ ପାଇଁ କିଏ ଗଢିଲା ?

ଅଚିହ୍ନା ଫୁଲଟି ଥିଲି ରେ, ଏମିତି ମହକ ଦେଲୁ ରେ,
ହୋ... ଲକ୍ଷେ କଦମ୍ବର ବାସ୍ନାରେ, ମହକି ଯାଉଛି ଏଥିରେ
ସତେ ଯେମିତି, ଚୋରା ଚଇତି
ଛପି ଛପି ଛୁଇଁ ଦେଲାରେ...
ମୌଲା ମୌଲା ମେରେ ମୌଲା,
ମେଘ ଥାଇ ଚାନ୍ଦ ଦିଶିଗଲା, ଓ ମୌଲା
ମୌଲା ମୌଲା ମେରେ ମୌଲା,
ମତେ ତୋ ପାଇଁକି ସେ ଗଢିଦେଲା ।

Post a Comment

0Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

Post a Comment (0)

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!