Odia Sad Song Lyrics: Mane Jebe Lage Nian, Srabana Libhei Parena By Udit Narayan

OdiaPortal Lab
Uploaded by:
0
Odia Sad Song Lyrics: Mane Jebe Lage Nian, Srabana Libhei Parena By Udit Narayan

Check out the lyrics of One of nice Odia Sad song ever. "Mane Jebe Lage Nian, Srabana Libhei Parena", Vocal by Udit Narayan.

ମନେ ଯେବେ ଲାଗେ ନିଆଁ, ଶ୍ରାବଣ ଲିଭେଇ ପାରେନା
ମେଘରେ ନିଆଁ ଲିଭେ ନାଇଁ ଜମା
ମନ ଖୋଜେ ପ୍ରେମର ଶୀତଳ ଛୁଆଁ
ମନେ ଯେବେ ଲାଗେ ନିଆଁ, ଶ୍ରାବଣ ଲିଭେଇ ପାରେନା

ଏଇ ଭଲ ପାଇବାରେ ଅନେକ ଯାତନା
ସେଇ ଏକା ଜାଣେ ଯିଏ ଭଲ ପାଏ ସିନା
ପ୍ରିୟା ରୁଷି ଯାଏ, ପୁଣି ମାନି ଯାଏ
ମନ ଥରେ ରୁଷିଲେ ମାନେନା ଜମା
ମନେ ଯେବେ ଲାଗେ ନିଆଁ, ଶ୍ରାବଣ ଲିଭେଇ ପାରେନା

କିଏ ଏଠି ବାଲିଘର ଗଢେ ଭାଙ୍ଗିବାକୁ
କିଏ ପୁଣି କଥା ଦେଇ ଭାଙ୍ଗି ଦିଏ ତାକୁ
ସବୁ ଭାଙ୍ଗିଯାଏ, ପୁଣି ଗଢା ହୁଏ
ମନ ଥରେ ଭାଙ୍ଗିଲେ ଗଢି ହୁଏନା
ମନେ ଯେବେ ଲାଗେ ନିଆଁ, ଶ୍ରାବଣ ଲିଭେଇ ପାରେନା

ମେଘରେ ନିଆଁ ଲିଭେ ନାଇଁ ଜମା
ମନ ଖୋଜେ ପ୍ରେମର ଶୀତଳ ଛୁଆଁ
Tags:

Post a Comment

0Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

Post a Comment (0)

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!