Odia Sad Song Lyrics: *Eka Eka* - By Ratikanta Satapathy (Odia Text)

OdiaPortal Lab
Uploaded by:
0
Odia Sad Song Lyrics: *Eka Eka* - By Ratikanta Satapathy (Odia Text)

Read the lyrics of One of the best song by Ratikanta Satapathy. Eka Eka is from Cassette "Eka Eka" under Sarthak Music. This lyrics is in Odia Script.

UNABLE TO READ ODIA IN ANDROID?: CHECK OUT OUR STEP-BY-STEP TUTORIAL FOR UC MINI.


ଏକା ଏକା, ବେଳେ ବେଳେ
ତମ କଥା ଭାରି ମନେ ପଡେ ।
ଏକା ଏକା, କେବେ ଲାଗେ
ତମ ଛାଇ ମତେ ହାତ ଠାରେ ।
ଏକା ଏକା, ଅଜାଣତେ
ଏ ଆଖିରୁ କେତେ ଲୁହ ଝରେ ।

ଏକା କରି ଯାଏ ଦିନ, ଏକା କରେ ରାତି, ଏକା କରେ ରାତି ।
କିଛି ନୂଆ ଦରଜରେ ଭରି ଯାଏ ଛାତି, ଭରି ଯାଏ ଛାତି ।

ଏକା ଏକା, ତମ କଥା ଭାବି ସାରା ରାତି ସରେ ।
ଏକା ଏକା...

ଦିନ ଥିଲା ସୁନା ଝରା, ରୂପା ପରି ରାତି, ରୂପା ପରି ରାତି ।
ଆମ ଦେହେ ଲାଗିଥିଲା ବୟସର ତାତି, ବୟସର ତାତି ।

ଏକା ଏକା, ଦିନ ବିତେ
ଏକା ଆଜି ସବୁ ରାତି ସରେ ।
ଏକା ଏକା, ବେଳେ ବେଳେ
ତମ କଥା ଭାରି ମନେ ପଡେ ।
ଏକା ଏକା, ଅଜାଣତେ
ଏ ଆଖିରୁ କେତେ ଲୁହ ଝରେ ।

ଆଃ... ଆଃ... ଆଃ... ଲୁହ ଝରେ ।

Post a Comment

0Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

Post a Comment (0)

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!