Recent Posts

Testimonials By Visitors (ପ୍ରଶଂସାପତ୍ର)

May 1, 2015 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)

This page is a collection of Testimonials by Our Fans & Visitors. You can send us your comments via going to our Contact Us Page. Thank You! - OdiaPortal.IN

1. Prabhupada (June 16, 2015)
Via Contact Page

Hum Bhabani Babu!! Bahut Vala Laguchhi, Keep it up…..Really it is knowledge based web site for all, 99 common-internet-technology Abbreviations is nice collection for students. Best of Luck http://www.odiaportal.in
Thank U


2. Santosh Kumar Pati (August 22, 2015)
Via Contact Page

ଜୟ ଜଗନ୍ନାଥ...ପ୍ରକୃତରେ ଓଡିଆ ପୋର୍ଟାଲ୍ ଦେଖି ମୁଁ ଅତି ଆନନ୍ଦିତ | ଓଡିଆ ପୋର୍ଟାଲ୍ ଆମ ନିଜ ଭାଷାର ପୋର୍ଟାଲ୍ | ଆମର ଯ଼ାହା ଜଣା ଅଜଣା ଏହି ପୋର୍ଟାଲ୍ରୁ ସହଜରେ ଉପଲବ୍ଧ ହୋଇପାରିବ | ଯେମିତି ମହାପ୍ରସାଦ ବିଷୟରେ କେତେକ ଅଜଣା କଥା, ଜାଣି ବହୁତ ଖୁସି ହେଲି | ଏହି ପ୍ରଚେଷ୍ଟା ଆପଣଙ୍କର ଆଗଜୁ ଜାରି ରହୁ | ଅଶେଷ ଧନ୍ୟବାଦ | ଜୟ ଜଗନ୍ନାଥ


3. Prasant Bhunya (September 20, 2015)
Post: Odia Avidhana - Developed By OdiaPortal.IN

ଅଶେଷ ଶୁଭେଚ୍ଛା...!!!

ଧନ୍ୟବାଦ..!!
ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ ... ସାହିତ୍ୟର ଜୟଯାତ୍ରା ଜାରୀ ରହୁ...!!!
ଜୟ ଓଡ଼ିଆ...ଜୟ ଓଡ଼ିଶା...ଜୟ ଜଗନ୍ନାଥ...!!!

ପ୍ରଶାନ୍ତ କୁମାର ଭୂୟାଁ,
ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା,
ଜନ୍ମସ୍ଥାନ - ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

No comments:

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।