
You can also send us your own Poetry (Kabita) to publish here for free. Long and valuable poetry will be publish here. Short poetry (Shayari Type) will publish on our Facebook Page. Other abuse type or nasty poetry will be ignored.
ମଳୟ
ଧନ୍ୟ ତୁମେ ବିଧାତାର ସୃଷ୍ଟି,
ହେ ଧୀର ମଳୟ ତୁମେ ଦେଉଅଛ ତୃପ୍ତି ।
ଦୁଃଖୀ ରଙ୍କି ବିଷର୍ଣ୍ଣ ହୃଦୟ,
ହୁଏ ତୁମ ପାଇଁ କ୍ଷଣେ ସେ ଆନନ୍ଦମୟ ।
ତୁମ ପାଇଁ ବାସ୍ନା ବାରି ପ୍ରଜାପତି ଆସେ ଉଡି -
ତା ପ୍ରିୟତମା ପୁଷ୍ପକୁ ଦେବାକୁ ଚୁମ୍ଭନ,
ତୁମ ସାଥେ ଦେଖା ହେଲେ ଖେଳି ଉଠେ ମନ ।
ତୁମ ହେତୁ ବଢିଥାଏ ପ୍ରକୃତିର ଶୋଭା,
ତରୁ ତରଙ୍ଗରେ ଖେଳେ ରୋମାଞ୍ଚକ ଆଭା ।....
ଧନ୍ୟ ତୁମେ ବିଧାତାର ସୃଷ୍ଟି,
ହେ ଧୀର ମଳୟ ତୁମେ ଦେଉଅଛ ତୃପ୍ତି ।
ଦୁଃଖୀ ରଙ୍କି ବିଷର୍ଣ୍ଣ ହୃଦୟ,
ହୁଏ ତୁମ ପାଇଁ କ୍ଷଣେ ସେ ଆନନ୍ଦମୟ ।
ତୁମ ପାଇଁ ବାସ୍ନା ବାରି ପ୍ରଜାପତି ଆସେ ଉଡି -
ତା ପ୍ରିୟତମା ପୁଷ୍ପକୁ ଦେବାକୁ ଚୁମ୍ଭନ,
ତୁମ ସାଥେ ଦେଖା ହେଲେ ଖେଳି ଉଠେ ମନ ।
ତୁମ ହେତୁ ବଢିଥାଏ ପ୍ରକୃତିର ଶୋଭା,
ତରୁ ତରଙ୍ଗରେ ଖେଳେ ରୋମାଞ୍ଚକ ଆଭା ।....
to read full part of this poem, click on below button to download the .PDF Ebook file.
No comments:
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।