
Download the lyrics of one of the famous Music track "ANJALI" by Goodly Rath. Vocal by Goodly Rath and Tapu Mishra. featuring Bulu under Sarthak Music Banner.
ଅଞ୍ଜଳି…, ସାଇତିଲି, ତତେ ଛାତିରେ । ନିଜକୁ ମୁଁ ଭୁଲିଲି ।
ଅଞ୍ଜଳି…, ଲୁଚେଇଲି, ତତେ ଆଖିରେ । ପ୍ରେମକୁ ମୁଁ ପାଇଲି ।
ଫିକା ଫିକା ଋତୁରେ, ଏକା ଏକା ବର୍ଷାରେ,
ଭିଜେ ଆଜି ପ୍ରେମରେ, ଲାଗେ ଆଜି ମନ ମୋ ରଙ୍ଗୋଲି ।
ତୋଫା ତୋଫା ଜହ୍ନରେ, ସଫା ସଫା ସ୍ଵୋପ୍ନରେ,
ଦେଖେ ଆଜି ତତେରେ, ଲାଗେ ବୋଧେ ପ୍ରେମରେ ପଡିଲି ।
ଅଞ୍ଜଳି ...
No comments:
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।